28.1 C
Bhubaneswar
Thursday, March 28, 2024
Homeଓଡିଶାଆଜିଠୁ ଭୁବନେଶ୍ୱରରେ ଡ୍ରୋନ୍ ସାହାଯ୍ୟରେ ହେବ ବିଶୋଧନୀକରଣ

ଆଜିଠୁ ଭୁବନେଶ୍ୱରରେ ଡ୍ରୋନ୍ ସାହାଯ୍ୟରେ ହେବ ବିଶୋଧନୀକରଣ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଡ୍ରୋନ୍ ସାହାଯ୍ୟରେ ହେବ ବିଶୋଧନୀକରଣ । ପରୀକ୍ଷାମୂଳକ ଭାବେ ପ୍ରଥମ ପର୍ଯ୍ୟାୟରେ ରାଜମହଲରୁ ଶିଶୁଭବନ ପର୍ଯ୍ୟନ୍ତ କରାଯିବ ବିଶୋଧନ । ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ ଏହି ବିଶୋଧନ କାମ । ଏହି ସମୟରେ ସଂପୃକ୍ତ ଅଞ୍ଚଳର ଲୋକମାନଙ୍କୁ ବାହାରକୁ ନବାହାରିବା ପାଇଁ ପ୍ରଶସାନ ପକ୍ଷରୁ କୁହାଯାଇଛି । ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।
https://onakhabar.com/2020/04/14/another-corona-positive-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking