37.1 C
Bhubaneswar
Thursday, March 28, 2024
Homeଓଡିଶାକରୋନା ଲହର ସାଙ୍ଗ କୁ ପାନୀୟ ଜଳ ଅଭାବ ଜିଲାବାସୀ ଦୁଃଖ ସୀମା ଟପିଲାଣି

କରୋନା ଲହର ସାଙ୍ଗ କୁ ପାନୀୟ ଜଳ ଅଭାବ ଜିଲାବାସୀ ଦୁଃଖ ସୀମା ଟପିଲାଣି

ଯାଜପୁର : ଦ୍ୱିତୀୟ ଲହର ର କରୋନା ମହାମାରୀ ଜିଲା ରେ କାୟାବିସ୍ତାର କରିଛି l ଦିନ କୁ ଦିନ କରୋନା ପଯ୍ଏଟିଭ ସଂଖ୍ୟା ଦ୍ରୁତ ଗତି ରେ ବୃଦ୍ଧି ପାଉଛି l 19ତାରିଖ ରେ ପଯ୍ଏଟିଭ ସଂଖ୍ୟା 86ରେ ପଂହଁଚି ଛି l. ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଆଭିମୁଖ୍ୟ ଗ୍ରହଣ କରା ଯାଉଛି ନାଇଟ କରଫୁ ବଳବତ୍ତର କରାଯଉଛି ଅଧିକାଂଶ ଡାକ୍ତର ଖାନା ରେ ପ୍ରତିଷେଦକ ଟୀକା ଉପଲବ୍ଧ ହେଉନାହିଁ l ଟୀକା ନେବା ପାଇଁ ଆସୁଥିବା ଲୋକ ମାନେ ନିରାଶ ହୋଇ ଫେରୁ ଛନ୍ତି l ଅନ୍ୟ ପକ୍ଷ ରେ ଟାଣ ଖରା ଦାଉ ସାଜିଛି l ଭୂତଳ ରାଶି ଜଳ ପତନ ସ୍ତର ହ୍ରlସ ପାଉ ଥିବlରୁ ନଳ କୂପ ଅଂଚଳ ହୋଇ ପଡିଛି l. ପାଣି ପାଇଁ ଲୋକେ ମାଇଲି ମାଇଲି ଯିବାକୁ ପଡୁଛି ପାଣି ପିଇବା ପାଇଁ ଲୋକ ମାନେ ଡହଳ ବିକଳ ହେଉଛନ୍ତି ବିଶେଷ କରି କୋରାଇ ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ପାନୀୟ ଜଳ ଘୋର ଅଭାବ ଦେଖାଯାଉଛି l କରୋନା ର ଭୟ ଓ ପାନୀୟ ଜଳ ସଙ୍କଟ ଲୋକ ଙ୍କ ଦୁଃଖ କହିଲେ ନ ସରେ l ଏହି ବିପଦ ସମୟ ରେ ଶ୍ରମ ଜୀବି ମାନେ କାର୍ଯ୍ୟ ମିଳୁ ନଥିବାରୁ କୁଟୁମ୍ବ ପୋଷିବା ପାଇଁ କଷ୍ଟ କର ବ୍ୟାପାର ହୋଇ ପଡୁଛି l ପନିପରିବା ଓ ଅନ୍ୟାନ୍ୟ ଦ୍ରବ୍ୟ ଆକାଶ ଛୁଆଁଦର ଦାମ ଲୋକ ମାନଂକୁ ଅତିଷ୍ଟ କରିଛି l କାହାରି ମୁଁହ ରେ ହସ ବଦଳ ରେ ବିଷାଦ ଘାରିଛି କରୋନା ଦାଉ ଯୋଗୁ ପିଲା ମାନଙ୍କ ଭଭିଷ୍ୟତ ଅନ୍ଧାର ଆଡକୁ ଠେ ଲି ହୋଇ ଯାଉଛି l ପେଟ ଚିନ୍ତା ପିଲା ମାନଙ୍କ ଭବିଷ୍ୟତ ଓ ପାଣି ଚିନ୍ତା ଏବେ ଲୋକ ମାନଂକୁ ଘାରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking