33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗହୋଟେଲରେ ମଦ ବିକ୍ରି କରିବାକୁ ଅନୂମତି

ହୋଟେଲରେ ମଦ ବିକ୍ରି କରିବାକୁ ଅନୂମତି

ଭୁବନେଶ୍ୱର : ହୋଟେଲ ,ଠିପି ଖୋଲା ବାର , ରେଷ୍ଟୁରାଣ୍ଟ ଓ କ୍ଲବ ଗୁଡ଼ିକରେ ମଦ ପିଇବାକୁ ଅନୂମତି ପ୍ରଦାନ କରାଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କୋଭିଡ ଗାଇଡଲାଇନକୁ ପାଳନ କରିବା ପୁର୍ବକ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକନ େ ଗୁଡିକ ଖୋଲାଯିବ । ସେହିପରି ହୋଟେଲ ମାନଙ୍କରେ ମଦ ପରଶା ଯାଇପାରିବ ବୋଲି ଏଥିଲେ ଉଲ୍ଲେଖ ରହିଛି । ତେବେ କୋଭିଡ ନିୟମକୁ ଉଲଂଘନ କଲେ ସେହି ହୋଟେଲ ,ବାର ଗୁଡିକୁ ବନ୍ଦ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking