ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ ପ୍ରସଙ୍ଗ: ଛତିଶାନିଯୋଗ, ହୋଟେଲ ସଂଘର ସହଯୋଗ ଲୋଡ଼ିଲା ପ୍ରଶାସନ

ପୁରୀ : ଶ୍ରୀମନ୍ଦିରରେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନେଇ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସକ । ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସମେତ ପୁରୀ ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ। ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ସଚେତନତା କରିବାକୁ ସହଯୋଗ କାମନ କରିଛନ୍ତି । କୈଣସି ନିର୍ଦ୍ଦିଷ୍ଟ ପୋଷାକ ତାଲିକା ଧାର୍ଯ୍ୟ କରାଯାଇ ନଥିଲେ ମଧ୍ୟ ପୁରୁଷମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି, … Continue reading ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ ପ୍ରସଙ୍ଗ: ଛତିଶାନିଯୋଗ, ହୋଟେଲ ସଂଘର ସହଯୋଗ ଲୋଡ଼ିଲା ପ୍ରଶାସନ