ଜୁଲାଇ ୧ରୁ ଦ୍ରୌପଦୀଙ୍କ ପ୍ରଚାର ଅଭିଯାନ!

ନୂଆଦିଲ୍ଲୀ : ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ମନୋନୀତ ହୋଇଥିବା ଦ୍ରୌପଦୀ ମୁର୍ମୁ ଜୁଲାଇ ୧ରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ବୋଲି ଜଣାପଡିଛି । ଚଳିତମାସ ୨୪ରେ ପ୍ରାର୍ଥିପତ୍ର ଦାଖଲ କରିବାପରଠାରୁ ସେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ କେବଳ ଫୋନ୍‌ରେ କଥାବାର୍ତ୍ତା କରି ସମର୍ଥନ ଯୋଗାଡ କରୁଛନ୍ତି । ଆଦିବାସୀ ବହୁଳ ରାଜ୍ୟରୁ ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ ହେବ ବୋଲି କୁହାଯାଉଛି । ତେବେ ଏହା କେଉଁ ରାଜ୍ୟ, ତାହା … Continue reading ଜୁଲାଇ ୧ରୁ ଦ୍ରୌପଦୀଙ୍କ ପ୍ରଚାର ଅଭିଯାନ!