37.1 C
Bhubaneswar
Thursday, March 28, 2024
Homeଓଡିଶାନବ ଦାସ ହତ୍ୟା ମାମଲା: ଘଣ୍ଟ ଘୋଡାଇବା ପାଇଁ ନାଟକ: ମୋହନ

ନବ ଦାସ ହତ୍ୟା ମାମଲା: ଘଣ୍ଟ ଘୋଡାଇବା ପାଇଁ ନାଟକ: ମୋହନ

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାର ଚାର୍ଜସିଟକୁ ମୋହନ ମାଝୀଙ୍କ ସମାଲୋଚନା । ଘଟଣା ପଛର ଷଡୟନ୍ତ୍ରକାରୀଙ୍କୁ ଘଣ୍ଟ ଘୋଡାଇବାକୁ ନାଟକ କହିଲେ ମୋହନ । ଷଡୟନ୍ତ୍ରରେ ବିଜେଡିର ୨ ଛାମୁଆ ନେତାଙ୍କ ସଂପୃକ୍ତି ଚର୍ଚ୍ଚା ହେଉଥିଲା । ବିଜେଡି ନେତା ବବି ଦାସ ଓ ସୁଶାନ୍ତ ସିଂଙ୍କ ସଂପୃକ୍ତି ଅଭିଯୋଗ ଥିଲା । ତେବେ ଚାର୍ଜସିଟରେ ଷଡୟନ୍ତ୍ର ପାର୍ଟକୁ ସଂମ୍ପର୍ଣ୍ଣ ଆଖିବୁଜି ଦିଆଗଲା । କାହା ଇଂଗିତିରେ ଗୋପାଳ ପରିଚାଳିତ ହେଉଥିଲା କିନ୍ତୁ ଚାପି ଦିଆଗଲା ।

କାହିଁକି ଗୋପାଳ ମନରେ ନବଙ୍କ ପ୍ରତି ଆକ୍ରୋଶ ଥିଲା ଏଥିପାଇଁ କିଛି କୁହାଗଲାନି ।  ଗୋପାଳକୁ କେମିତି ଫାଣ୍ଡି ଇନଚାର୍ଜ କରାଯିବା ସହ ପିସ୍ତଲ ଦିଆଯାଇଥିଲା । ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ନାଟକ କରୁଛନ୍ତି ବୋଲି କହିଲେ ମୋହନ ମାଝୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking