ଡ. ରଜତ କୁଜୁର ସସ୍‌ପେଣ୍ଡ୍

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ଡ. ରଜତ କୁଜୁର ସସ୍‌ପେଣ୍ଡ୍ । ରାଜନୀତି ବିଜ୍ଞାନ ଓ ସାଧାରଣ ପ୍ରଶାସନ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର କୁଜୁର । ଦୁର୍ବ୍ୟବହାର ଓ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟିଂ ଅଭିଯୋଗ । କୁଳପତି ନିର୍ଦେଶରେ ସସ୍‌ପେଣ୍ଡ୍ , ପିଜି ଡିପାର୍ଟମେଣ୍ଟକୁ ପ୍ରବେଶ ମନା ।