32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଆକ୍ସନ ନେଲା କେନ୍ଦ୍ର

ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଆକ୍ସନ ନେଲା କେନ୍ଦ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ ଙ୍କୁ ଆଜି ସକାଳ ୧୦ଟାରେ ଦିଲ୍ଲୀରେ ନର୍ଥ ବ୍ଲାକରେ ରିପୋର୍ଟ କରିବାର ଥିଲା । ହେଲେ ସେ ଆସିନଥିଲେ । ମିଳିତିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ତାଙ୍କୁ ସୋ କଜ୍ ନୋଟିସ ଜାରି କରିଛନ୍ତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇଏଏସ ଅଲପନ ଙ୍କୁ ମୁଖ୍ୟ ପରାମର୍ଶଦାତା ବନାଯାଇଛି । ଏହାସହିତ ବଙ୍ଗାଳର ଗୃହ ସଚିବ ଏଚକେ ଦ୍ୱିବେଦୀଙ୍କୁ ନୂଆ ମୁଖ୍ୟ ସଚିବ ବନାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking