26.1 C
Bhubaneswar
Friday, March 29, 2024
Homeଓଡିଶାକାଲିଠୁ ଘରକୁ ଘର ବୁଲି ସର୍ଭେ କରିବେ ଆଶା ଦିଦି

କାଲିଠୁ ଘରକୁ ଘର ବୁଲି ସର୍ଭେ କରିବେ ଆଶା ଦିଦି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶା ଦିଦି । ଆଶା କର୍ମୀ ଏବଂ ଏଏନଏମ କର୍ମୀ ଘରକୁ ଘର ବୁଲି କରୋନା ନେଇ ସର୍ଭେ କରିବେ । ଗ୍ରାମାଞ୍ଚଳର ପ୍ରତିଘର ଓ ସହରାଞ୍ଚଳର ପ୍ରତି ବସ୍ତିକୁ ଯାଇ ସେମାନେ ସର୍ଭେ କରିବେ ବୋଲି ସୂଚନା ମିଳିଛି । ଘରକୁ ଘର ବୁଲିବା ସମୟରେ କାହାର କରୋନା ଜନିତ ଲକ୍ଷଣ ଅଛି କି ନାହିଁ ତାହା ଯାଞ୍ଚ୍ କରିବେ । ଯଦି କାହା ଠାରେ କରୋନା ଲକ୍ଷଣ ଦେଖାଯିବ ତେବେ ଟେଷ୍ଟ ପାଇଁ ସେମାନେ ସୁପାରିଶ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଘର ଘର ସର୍ଭେ କାର୍ଯ୍ୟକ୍ରମ ଜୁନ୍ ୧୬ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଢିବାରେ ଲାଗିଛି । ବେଶିମାତ୍ରାରେ ପରୀକ୍ଷା କରିବା ପାଇଁ ଏହି ସର୍ଭେ କରାଯିବ ।
https://onakhabar.com/2020/06/15/nhm-director-shalini-pandit-said-odisha-is-a-model-for-country/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking