ନୂଆଦିଲ୍ଲୀ: ଜୀବନ ବିପନ୍ନ ହେବାର ଆଶଙ୍କା ଥିବାରୁ ନଭେମ୍ବର ୧୯ ପରେ ‘ଏୟାର୍ ଇଣ୍ଡିଆ’ ବିମାନରେ ଯାତ୍ରା ନ କରିବା ଲାଗି କାନାଡାସ୍ଥିତ ‘ଶିଖ୍ ଫର୍ ଜଷ୍ଟିସ୍’ ସଙ୍ଗଠନ ଶିଖ୍ମାନଙ୍କୁ ସତର୍କ କରାଇ ଦେଇଛି। ନୂଆ ଭିଡିଓ ବାର୍ତ୍ତାରେ ‘ଶିଖ୍ ଫର୍ ଜଷ୍ଟିସ୍’ର ମୁଖ୍ୟ ଗୁରପତୱନ୍ତ ସିଂହ ପାନ୍ନୁନ୍ କହିଛନ୍ତି, ନଭେମ୍ବର ୧୯ରେ ‘ଏୟାର୍ ଇଣ୍ଡିଆ’ ବିମାନରେ ଯାତ୍ରା ନ କରିବାକୁ ଆମେ ଶିଖମାନଙ୍କୁ କହୁଛୁ। ବିଶ୍ୱବ୍ୟାପୀ ଅବରୋଧ କରାଯିବାକୁ ଥିବାରୁ ସେଦିନ ବିଶ୍ବର କୌଣସି ସ୍ଥାନକୁ … Continue reading ନଭେମ୍ବର ୧୯ ପରେ ‘ଏୟାର୍ ଇଣ୍ଡିଆ’ରେ ଯାତ୍ରା କରନ୍ତୁ ନାହିଁ, ଜୀବନ ବିପଦରେ ପକାନ୍ତୁ ନାହିଁ: ଶିଖ୍ମାନଙ୍କୁ ଚେତାଇଲେ ‘ଏସ୍ଏଫ୍ଜେ’ ମୁଖ୍ୟ
Copy and paste this URL into your WordPress site to embed
Copy and paste this code into your site to embed