ଓଡିଆଙ୍କ ଭାବାବେଗ ସହ ନ ଖେଳିବା ଉଚିତ : ଧର୍ମେନ୍ଦ୍ର
ଭୁବନେଶ୍ୱର : କାମିୟା ଜାନି ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ସବୁ ଓଡିଆ ଓ ସନାତନୀଙ୍କ ପାଇଁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନ ଭାବନାକୁ ଆଘାତ କଲା ଭଳି କାମ କେହି ନକରିବା ଉଚିତ । ଜାଣତରେ ଅବା ଅଜାଣତରେ ଓଡିଆଙ୍କ ଭାବାବେଗ ସହ ନ ଖେଳିଲେ ଭଲ ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ : କଂଗ୍ରେସ
Copy and paste this URL into your WordPress site to embed
Copy and paste this code into your site to embed