ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନ ଉଡ଼ାନ୍ତୁ ନାହିଁ….

ନୂଆଦିଲ୍ଲୀ: ଖାଲିସ୍ତାନ ଆନ୍ଦୋଳନର ନେତା ତଥା ନିଷିଦ୍ଧ ସଂଗଠନର ଶିଖ୍ ଫର ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ର ଗୁରୁପତନ୍ତ ସିଂ ପନ୍ନୁନ୍ ପୁଣି ଥରେ ଏକ ଭିଡିଓ ଜାରି କରିଛନ୍ତ, ସେ ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନରେ ବ୍ୟାଘାତ ସୃଷ୍ଟି କରିବାର ଧମକ ଦେଇଛନ୍ତି । ଶିଖ୍ ଫର ଜଷ୍ଟିସ୍ ୱାଟର ମାର୍କ ଥିବା ଏକ ଭିଡିଓରେ ଶୁଣିବାକୁ ମିଳୁଛି, “ଆମେ ଶିଖ ସମ୍ପ୍ରଦାୟକୁ ଏୟାର ଇଣ୍ଡିଆରେ ଯାତ୍ରା ନକରିବାକୁ ଅନୁରୋଧ କରୁଛୁ । ନଭେମ୍ବର ୧୯ … Continue reading ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନ ଉଡ଼ାନ୍ତୁ ନାହିଁ….