40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ପାଇଁ ସହାୟତା

କରୋନା ପାଇଁ ସହାୟତା

ଯାଜପୁର: କରୋନା ସହାୟତା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ, ଅନୁଦାନ ସହଯୋଗ ର ହାତ ବଢ଼ାଇ ଛନ୍ତି । ଜ଼ିଲ୍ଲାପାଳ ଙ୍କ ମଧ୍ୟମ ରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଏହି ସହଯୋଗ କରାଯାଇଛି । ଯାଜପୁର ରୋଡ ଚିକିତ୍ସୟକ ଡ଼ା କୁଳମଣି ବାରିକ ଏକ ଲକ୍ଷ ଟଙ୍କା ଚେକ, ଜେମ୍ସ ସ୍କୁଲ କର୍ତ୍ତୃପକ୍ଷ ଶ୍ରୀ ଅଭୟ କୁମାର ପତି ପଚିଶ ହଜାର ଟଙ୍କା ଓ ଯାଜପୁର ରୋଡ ଗୁପ୍ତା ମେଡ଼ିସିନ ଷ୍ଟୋର ତରଫରୁ 50 ହଜାର ଟଙ୍କା ଚେକ ଜିଲ୍ଲା ପାଳ ଶ୍ରୀ ରଞ୍ଜନ ଦାସ ଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ଦାସ ସମସ୍ତ ଦାତା ଙ୍କୁ କୃତଜ୍ଞତା ଜଣାଇବା ସେମାନଙ୍କ ବଦାନ୍ୟତା ପାଇଁ ସାଧୁ ବାଦ ଜଣାଇ ଛନ୍ତି ।
https://onakhabar.com/2020/03/31/police-spread-awareness-in-a-unique-way-at-baleswar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking