34.1 C
Bhubaneswar
Friday, March 29, 2024
Homeଓଡିଶାଦୋଳ କଟକଣା ଆହୁରି କଡା

ଦୋଳ କଟକଣା ଆହୁରି କଡା

ଭୁବନେଶ୍ୱର: ଦୋଳ, ହୋଲି ପାଇଁ କଟକଣା ଆହୁରି କଡାକଡି କରିଛି ବିଏମସି । ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ଦିଆଯିବ । ଦୋଳ ବିମାନ ନେଲା ବେଳେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ମନା କରାଯାଇଛି । ବିମାନ କାନ୍ଧେଇଥିବା ଲୋକ ଠିକ ଭାବେ ମାସ୍କ ପିନ୍ଧିବା ଜରୁରୀ । ଦୋଳ ମେଳଣରେ ସର୍ବାଧିକ ୫୦/୬୦ ଲୋକ ରହିପାରିବେ । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ୬୦ ଲୋକ ରହିପାରିବେ । ସର୍ବାଧିକ ଯେମିତି ୬୦ ରହିବେ ସେ ନେଇ ଆୟୋଜକ ନିଶ୍ଚିତ କରିବେ । ମେଳଣରେ ଯାତ୍ରା, ମେଲୋଡି, ମୀନାବଜାର ସଂପୂର୍ଣ୍ଣ ବାରଣ । ମେଳଣ ପାଇଁ ଆୟୋଜକଙ୍କୁ ବିଏମସି ଠାରୁ ଅନୁମତି ନେବାକୁ ପଡିବ । ମନ୍ଦିର ଭିତରେ ଦୋଳ ନୀତି ପାଳନ ହେବ, କେହି ଶ୍ରଦ୍ଧାଳୁ ପଶିବେନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking