ଭୁବନେଶ୍ୱର : ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ, ବଢୁଛନ୍ତି କୁକୁର କାମୁଡା ରୋଗୀ । ଦୈନିକ ୬୦ ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସୁଥିବା ସୂଚନା । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ସୂଚନା । ପୂର୍ବରୁ ଏହି ସଂଖ୍ୟା ୩୦/୩୫ ଥିଲା, ମାସେ ହେବ ୬୦ ପାର୍ । ଆବଶ୍ୟକ ସ୍ଥଳେ ପ୍ରତିକାର ବ୍ୟବସ୍ଥା ପାଇଁ ବିଏମ୍ସିକୁ ଚିଠି ଲେଖିବୁ କହିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ଜାନୁଆରିରେ ଓଡ଼ିଶା … Continue reading ରାଜଧାନୀରେ କୁକୁର ଉତ୍ପାତ
Copy and paste this URL into your WordPress site to embed
Copy and paste this code into your site to embed