22.1 C
Bhubaneswar
Monday, January 24, 2022
Homeଓଡିଶାଚାରଖୋଲା, ପାଣିଓହଳା ଜଙ୍ଗଲରେ ଅଗ୍ନିକାଣ୍ଡ

ଚାରଖୋଲା, ପାଣିଓହଳା ଜଙ୍ଗଲରେ ଅଗ୍ନିକାଣ୍ଡ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଚାରଖୋଲା ଓ ପାଣିଓହଳା ଜଙ୍ଗଲରେ ନିଆଁ ଲାଗିବାରୁ ବନ୍ୟଯନ୍ତୁଙ୍କ ବିପଦ ସାଜିଛି । ଏହାର ପ୍ରଭାବରେ ବହୁ ମୁଲ୍ୟବାନ ଗଛ ସହିତ ବହୁ ଔଷଧୀୟ ଗୁଳ୍ମ ମଧ୍ୟ ପୋଡି ପାଉଁ ହୋଇ ଲୋପ ହେବାରେ ଲାଗିଲାଣି । ନିଆଁର ପ୍ରଭାବରେ ପାହାଡ ନିକଟବର୍ତି ଅଜ୍ଝୟଙ୍ଖଳରେ ଗରମ ପବନ ପ୍ରବାହିତ ହେଉଛି ।

ଦିନ ତମାମ ପ୍ରଚଣ୍ଡ ଗରମ ପବନର ପ୍ରବାହରେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ପାଣି ଓହଳା ପାହାଡ ସାଙ୍ଗକୁ ସହର ନିକଟରେ ଥିବା ଚାରଖୋଲା ପାହାଡରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି । ଏହି ଦୁଇ ପାହାଡ ପାଣି ଓହଳା ଓ ଚାରଖୋଲା ପାହାଡର ନିଆଁକୁ ସ୍ଥାନୀୟ ଜନସାଧାରଣ ଓ ବନକର୍ମଚାରୀଙ୍କ ମିଳିତ ସହାୟତାରେ ଆୟତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking