ଭୁବନେଶ୍ୱର : ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ମାମଲା । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପରିବାର ଅଦାଲତ ରାୟକୁ ମଧ୍ୟ ହାଇକୋର୍ଟଙ୍କ ଖାରଜ । ପୂର୍ବରୁ ବିଚ୍ଛେଦ ଆବେଦନକୁ ଆଗ୍ରହ୍ୟ କରିଥିଲେ ପରିବାର ଅଦାଲତ । ୮ ଦଫା ଦାବିକୁ ନେଇ ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନର ଆନ୍ଦୋଳନ
Copy and paste this URL into your WordPress site to embed
Copy and paste this code into your site to embed