40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଗରିବ ବସ୍ତିବାସିନ୍ଦାଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଗରିବ ବସ୍ତିବାସିନ୍ଦାଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଯାଜପୁର : ଶୀତ ରୁ ରକ୍ଷା ପାଇବା ପାଇଁ ଗରିବ ବସ୍ତି ମାନଙ୍କୁ ଜନତା ସେବାସମିତି ପକ୍ଷରୁ ଶୀତ ବଣ୍ଟନ ପାଇଁ ଆଗେଇ ଆସିଛି l ଯାଜପୁର ରୋଡ ରେ ଅନେକ ପରିବାର ଝାଟିମାଟି ଘରେ ରହୁ ଛନ୍ତି l ମୂଳ ଲାଗି ପରିବାର ପ୍ରତିପୋଷଣ କରୁ ଛନ୍ତି l ମୁଲ ନ ମିଳିଲେ ଉପବାସ ରହନ୍ତି l ଶୀତ ବସ୍ତ୍ର ସେମାନଙ୍କ ପାଇଁ ସାତ ସପ୍ନ l ଏବେ ଶୀତ ପଡିଛି l

ଯାଜପୁର ରୋଡ ଦଳା ବାଇପାସ୍ ନିକଟସ୍ଥ ଗୋପବନ୍ଧୁ ନଗର ବସ୍ତି ରେ “ଜନତା ସେବା ସମିତି” ତରଫରୁ କମ୍ବଳ, ବସ୍ତ୍ର ଏବଂ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଅବିନାଶ କୁମାର, ରାମ କୁମାର ରାୟ, ରାଜେଶ ରାଉତ, ଅଞ୍ଜନ ମଣ୍ଡଳ ,ଅଜିତ୍ ରାଉତ, ସଞ୍ଜୀତ୍ ସାହୁ, ବିଶ୍ୱଜିତ ଚିନାରା, କ୍ରୀଷ୍ଣା ମୁରାରୀ,ପରିତୋଷ କୁମାର ସାହୁ ଆଦି ଯୋଗ ଦେଇ କାର୍ଯ୍ୟଟିକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking