27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଅବଢାକୁ ଅସମ୍ମାନ : ଅବଢା ନାଁରେ ଚାଲୁଛି ଆଧୁନିକ ରେଷ୍ଟୁରାଣ୍ଟ

ଅବଢାକୁ ଅସମ୍ମାନ : ଅବଢା ନାଁରେ ଚାଲୁଛି ଆଧୁନିକ ରେଷ୍ଟୁରାଣ୍ଟ

ଭୁବନେଶ୍ୱର : ପ୍ରଭୁଙ୍କ ଅବଢା ପ୍ରସାଦ ଭାଗ୍ୟରେ ଥିଲେ ମିଳେ । ତେବେ ଏହାକୁ ନେଇ ବ୍ୟବସାୟ କରୁଛନ୍ତି କିଛି ବ୍ୟବସାୟୀ । ଏହା ‘ଅବଢା’ ପାଇଁ ଅସମ୍ମାନ ବୋଲି ଅଭିଯୋଗ ହେଉଛି । ‘ଓଡ଼ିଆ ଅବଢା’ ନାମକ ଏକ ରେଷ୍ଟୁରାଣ୍ଟ ସମ୍ବଲପୁର ଠାରେ ଖୋଲାଯାଇଛି । ଯେଉଁଠି ମହାପ୍ରସାଦ ଭଳି ଭାତ ଡ଼ାଲି ବେସରକୁ କଦଳୀ ପତ୍ରରେ ପରସା ଯାଉଛି  ଓ ଟେବୁଲ ଚେୟାର ପକାଇ ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯାଉଛି । ଏହାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି ଓ ପୂରୀ ପ୍ରଶାସନ ମଧ୍ୟ ଏହାକୁ ବିରୋଧ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking