40.1 C
Bhubaneswar
Thursday, April 25, 2024
Homeଓଡିଶାଦିଶା ବୈଠକ

ଦିଶା ବୈଠକ

ରାୟଗଡା: ରାୟଗଡା DRDA ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି ର ବୈଠକ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକାଙ୍କଅଧକ୍ଷତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ରେ ରାଜ୍ୟସଭା ସାଂସଦ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, PD DRDA ଅମୃତ ଋତୁରାଜ, ସମସ୍ଥ ଜିଲ୍ଲା ପରିଷଦ ଚେୟାରମ୍ୟାନ ସମେତ ଜିଲ୍ଲା ସ୍ଥାରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଜିଲ୍ଲାର ଚାଲିଥିବା ମଧ୍ୟାହ୍ନ ଭୋଜନ, ଜାତୀୟସ୍ୱାସ୍ଥ୍ୟ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଉପରେ ଆଲୋଚନା କରାଯାଇଛି। ଏତଦ ବ୍ୟତୀତ ଜିଲ୍ଲାରେ ବି ଏସ ଏନ ଏଲ୍ ଟାୱାର , ରେଲୱେ ସମନ୍ଧିତ ଅସୁବିଧା ଏହାର ଦୂରୀକରଣ ନେଇ ଆଲୋଚନା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking