ନୀରଜଙ୍କ ବିବୃତିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜୁଲାଇ ୨୬ ତାରିଖ‌ରେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି ଭାରତର ଷ୍ଟାର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା । ଏହି କ୍ରମରେ ସେ କ୍ରିକେଟକୁ ନେଇ ଦେଇଥିବା କିଛି ବିବୃତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନୀରଜ ଚୋପ୍ରା ନିଜ ଲୋକପ୍ରିୟତାକୁ କଦାପି କ୍ରିକେଟରଙ୍କ ସହ ତୁଳନା କରି ନଥିବା କହି କହିଛନ୍ତି ଏବଂ ସେ ଏକଥା ମଧ୍ୟ କହିଛନ୍ତି ଭାରତରେ କ୍ରିକେଟର ସ୍ତର ଅଲଗା ବୋଲି ମୁଁ ଜାଣିଛି । ଅନ୍ୟ … Continue reading ନୀରଜଙ୍କ ବିବୃତିକୁ ନେଇ ଚର୍ଚ୍ଚା