34.1 C
Bhubaneswar
Thursday, April 25, 2024
Homeଓଡିଶାବିପର୍ଯ୍ୟୟ ପରିଚାଳନା ବୈଠକ

ବିପର୍ଯ୍ୟୟ ପରିଚାଳନା ବୈଠକ

ଯାଜପୁର : ଯାଜପୁର ଜିଲା ଡିଆରଡିଏ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଯାଜପୁର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଦଳ, ଜିଲ୍ଲା ଜରୁରୀ ଅଧିକାରୀ ପ୍ରମୁଖ ଯୋଗ ଦେଇ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା କରିବା ସଂପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଅଫିସ ଗୁଡିକରେ ସ୍ୱତନ୍ତ୍ର କଂଟ୍ରୋଲ ରୁମ ଖୋଲାଯିବା ସହିତ ପ୍ରତ୍ୟେକ ଡାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟୁତ୍ ସେବା ନିରବଚ୍ଛିନ ଚାଲୁ ରଖିବା ପାଇଁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ଅଧିକ ଖରାରେ ଶ୍ରମିକ ମାନଙ୍କୁ କାମ କରିବାରୁ ବାରଣ ମଧ୍ୟ କରାଯାଇଛି ।
https://onakhabar.com/2020/03/13/meeting-on-the-district-to-the-coronavirus/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking