28.1 C
Bhubaneswar
Sunday, September 29, 2024
Homeଓଡିଶାଭୁବନେଶ୍ୱରରୁ ସିଧା ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଉଡିବ ବିମାନ, ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ

ଭୁବନେଶ୍ୱରରୁ ସିଧା ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଉଡିବ ବିମାନ, ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧା ଦୁବାଇକୁ ଉଡିବ ବିମାନ । କେବଳ ଦୁବାଇ ନୁହେଁ, ସିଙ୍ଗାପୁର ଓ ବ୍ୟାଙ୍କକକୁ ମଧ୍ୟ ସିଧା ବିମାନ ଚଳାଚଳ ଆରମ୍ଭ ହେବ । ଏହି ରୁଟ୍‌ରେ ବିମାନ ଚଳାଇବାକୁ ଆବେଦନ କରିଥିଲା ଇଣ୍ଡିଗୋ । ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଇଣ୍ଡିଗୋ ୧୮୬ ସିଟ୍ ବିଶିଷ୍ଟ ବିମାନର ଚଳାଚଳ ଆରମ୍ଭ କରିବ । ବିମାନ ଚଳାଚଳର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେଣୁ ଟିକେଟରୁ ମିଳିବାକୁ ଥିବା ରାଜସ୍ୱ ରାଜ୍ୟ ସରକାର ରଖିବେ । ତିନୋଟି ସ୍ଥାନକୁ ସିଧା ଆର୍ନ୍ତଜାତିକ ବିମାନ ଉଡାଣ ଫଳରେ ଓଡିଶାବାସୀ ଅଳ୍ପ ଖର୍ଚ୍ଚରେ ସୁବିଧାରେ ଯାତ୍ରା କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking