29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏସବିଆଇର ନୂଆ ଅଧ୍ୟକ୍ଷ ଦୀନେଶ କୁମାର ଖରା

ଏସବିଆଇର ନୂଆ ଅଧ୍ୟକ୍ଷ ଦୀନେଶ କୁମାର ଖରା

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବା SBIର ନୂଆ ଅଧ୍ୟକ୍ଷ ଭାବେ ଆଜି ନିଯୁକ୍ତ ହୋଇଛନ୍ତି ଦୀନେଶ କୁମାର ଖରା । କେନ୍ଦ୍ର ସରକାରଙ୍କ ଦ୍ଵାରା ଦୀନେଶଙ୍କୁ ନିଯୁକ୍ତ କରାଯାଇଛି । ଅକ୍ଟୋବର ୭ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଦୀନେଶ କୁମାର ଖରା ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଅଧ୍ୟକ୍ଷ ଏସବିଆଇର ମୁଖ୍ୟ ହୋଇଥାନ୍ତି । ତାଙ୍କ ଅଧିନରେ ୪ ଜଣ ପରିଚାଳନା ନିର୍ଦ୍ଦେଶକ ରହିଥାନ୍ତି । ଦୀନେଶ କୁମାର ଖରା ବର୍ତ୍ତମାନର ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସ୍ଥାନ ନେବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking