ହୀରାକୁଦ ଗେଟ୍ ଏବେ ଖୋଲିବନି : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ବର୍ଷା ପରବର୍ତ୍ତୀ ସ୍ଥିତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ୨୦ରୁ ୨୧ ଯାଏଁ ବର୍ଷା ହେବା ସମ୍ଭାବନା ଅଛି । ମହାନଦୀରେ ୭ଟି ଘାଇ ହୋଇଛି । ୨୦୦ରୁ ଅଧିକ ଘଳିଆ ବନ୍ଦ କରାଯାଇଛି । ଆଗକୁ ଧୀରେ ଧୀରେ ଜଳସ୍ତର କମିବ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏବେ ଆଉ ହୀରାକୁଦ ଗେଟ୍ … Continue reading ହୀରାକୁଦ ଗେଟ୍ ଏବେ ଖୋଲିବନି : ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ