ଅଯୋଧ୍ୟାରେ ପହଞ୍ଚିଲା ୫୦୦ କେଜିର ଢୋଲ
ଅଯୋଧ୍ୟା: ଅଯୋଧ୍ୟାରେ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିବାର ସମୟ ପାଖେଇ ଆସୁଛି । ଦେଶ ତଥା ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ସେମାନଙ୍କର ପ୍ରିୟ ରାମଲାଲାଙ୍କ ପାଇଁ ଉପହାର ପଠାଉଛନ୍ତି । ଆଉ ଏହାରି ଭିତରେ ଗୁଜୁରାଟର ଜଣେ ଭକ୍ତ ୫୦୦ କିଲୋଗ୍ରାମର ଏକ ନଗାଡ଼ା ବା ଢ଼ୋଲ ବାଜା ପଠାଇଛନ୍ତି । ସେହିଭଳି କନୌଜରୁ ଗୋଲାପ ଜଳ, କେଭଡା, ପଞ୍ଚଜଲ ସହିତ ଅନେକ ପ୍ରକାରର ସୁଗନ୍ଧିତ ଅତର ମଧ୍ୟ ଆସି ପହଞ୍ଚିଛି । ଗୁରୁବାର ଜଣେ … Continue reading ଅଯୋଧ୍ୟାରେ ପହଞ୍ଚିଲା ୫୦୦ କେଜିର ଢୋଲ
Copy and paste this URL into your WordPress site to embed
Copy and paste this code into your site to embed