ନାବାଳିକା ପ୍ରେମିକା ସହିତ ପ୍ରେମିକ କ’ଣ କଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଢେଙ୍କାନାଳ : ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ପ୍ରେମ ଓ ପରେ ପ୍ରତାରଣା । ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଛନ୍ତି ଆଦିବାସୀ ନାବାଳିକା । ଏକଥା ଜଣାପଡିବା ପରେ ପ୍ରେମିକ ଫେରାର । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳରୁ । ଗତ ଅକ୍ଟୋବର ମାସରେ ଏନେଇ ରାସୋଳ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକ । ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି । ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଏସଡିପିଏ ।

 

LEAVE A REPLY

Please enter your comment!
Please enter your name here