39.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରତିଭାବାନ ଛାତ୍ରଙ୍କ ପାଇଁ ଅନୁଷ୍ଠାନ ଗର୍ବିତ

ପ୍ରତିଭାବାନ ଛାତ୍ରଙ୍କ ପାଇଁ ଅନୁଷ୍ଠାନ ଗର୍ବିତ

ଢେଙ୍କାନାଳ : ଜିଲ୍ଲା ନୃତ୍ୟାଙ୍ଗନା ସଙ୍ଗିତ ବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ୬ଷ୍ଠ ବାର୍ଷିକ ନୃତ୍ୟାଙ୍ଗନା ସମ୍ମାନ ମହୋତ୍ସବ ସ୍ଥାନୀୟ ଗୋପବନ୍ଧୁ ଟାଉନହଲଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ସମାରୋହରେ ଢେଙ୍କାନାଳ ଏମ୍‌‌ପି ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ଛାତ୍ର ମାନଙ୍କର ପ୍ରତିଭାପାଇଁ ଗୁରୁ ସର୍ବଦା ଯତ୍ନବାନ ହେବା ସହିତ ପ୍ରଶଂସନୀୟ । ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ ଡ. ଭବାନୀ ଶଙ୍କର ମିଶ୍ର, ଆଇଆଇଏମ୍‌ସିର ଆଂଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ ପ୍ରମୁଖ ଅଧିକାରୀ ମାନେ ଯୋଗଦାନ କରିଥିଲେ । ଓଡିଶୀ ନୃତ୍ୟରେ ଢେଙ୍କାନାଳ ଜିଲ୍ଲା ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଗ୍ରହଣ କରିଛି । ପ୍ରତିଭାକଳାକାରଙ୍କ ଦକ୍ଷତାକୁ ଲୋକଲୋଚନକୁ ଆଣିବ ନେଇ ଅନୁଷ୍ଠାନର ପ୍ରମୁଖ ଭୁମିକା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking