40.1 C
Bhubaneswar
Thursday, April 25, 2024
Homeଓଡିଶାକାରିଗର ଚୟନ ପାଇଁ ବଶ୍ୱକର୍ମା ମହାସଂଘର ଦାବି

କାରିଗର ଚୟନ ପାଇଁ ବଶ୍ୱକର୍ମା ମହାସଂଘର ଦାବି

ଢେଙ୍କାନାଳ : ଜିଲ୍ଲା ତଥା ରାଜ୍ୟ ବିଶ୍ୱକର୍ମା ମହାସଂଘ ତରଫରୁ କରିଗର ଚୟନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ତରଫରୁ ରାଜ୍ୟରେ କାରିଗର ଚୟନ ଜାରି ରହିଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ତାହା ବନ୍ଦ ରହିଛି । ଯାହା ଫଳରେ ବିଶ୍ୱକର୍ମା ଭାଇ ଭୁଉଣୀମାନେ କାରିଗର ଚୟନରୁ ବଂଚିତ ହୋଇଛନ୍ତି । କାରିଗର ଚୟନ କରାନଗଲେ ଜିଲ୍ଲାର କାରିଗରମାନେ ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ସହାୟତରୁ ହେବାର ସମ୍ଭାବନ ରହିଛି । ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ବିଶ୍ୱକର୍ମା ମହାସଂଘର ସଭାପତି ଗୈାତମ ମହାରଣା, ସଂପାଦକ ହାଡିବନ୍ଧୁ ମହାରଣାଙ୍କ ସମତେ ହେମନ୍ତ ମହାରଣା, ପ୍ରକାଶ ମହାରଣା, ରାଘବ ଚନ୍ଦ୍ର ମହାରଣା, ନିରଞ୍ଜନ ମହାରଣା, ପ୍ରଶାନ୍ତ କୁମାର ଓଝା, ପ୍ରଫୁଲ ବିନ୍ଧାଣୀ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଏହି ଚୟନ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ମାଧ୍ୟମରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking