37.1 C
Bhubaneswar
Thursday, March 28, 2024
Homeଓଡିଶାଐତିହ ପରମ୍ପରା ବଞ୍ଚାଇବା ନେଇ ଏମ୍‌‌ପିଙ୍କ ଆହ୍ୱାନ

ଐତିହ ପରମ୍ପରା ବଞ୍ଚାଇବା ନେଇ ଏମ୍‌‌ପିଙ୍କ ଆହ୍ୱାନ

ଢେଙ୍କାନାଳ : ଭୁବନ ବ୍ଲକ୍ ନିଖିଳୋତ୍କଳ ପାଲା ଗାୟକ ପରିଷଦ ପକ୍ଷରୁ ସୁରପ୍ରତାପୁର ଗ୍ରାମରେ ୨୮ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ଶ୍ରୀଯୁକ୍ତ ମହେଶ ସାହୁ ଯୋଗଦେଇ ପାଲା ବଂଚିଲେ ପରମ୍ପରା ବଂଚିରହିବ ବୋଲି ସେ କହିଥିଲେ । ମାତ୍ର ଓଡିଶାରେ ପାଲାଗାୟକ ମାନେ କଳାସଂସ୍କୃତିକୁ ବଂଚାଇ ରଖିଛନ୍ତି । ଓଡିଶାରେ ଲୋକକଳା ସମାଜକୁ ଦିଗଦର୍ଶନ ଦେଇଛି । ସରକାର ପାଲା ବଂଚି ରହିଲେ ଆମର ଐତିହ୍ୟ ଓ ପରଂପରା ବଂଚିରହିବ ବୋଲି ପ୍ରକାଶ କରିଥିଲେ । ଭୁବନ ପାଲା ଗାୟକ ପରିଷଦର ସଭାପତି ଧ୍ରୁବଚରଣ ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଉତ୍ସବକୁ ଭୁବନ, ସୁରପ୍ରତାପପୁର ଗ୍ରାମର ବହୁ ବୁଦ୍ଧିଜୀବିମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking