ମେଟ୍ରୋ ପ୍ରକଳ୍ପକୁ ପୁଣି ଧର୍ମେନ୍ଦ୍ରଙ୍କ କଟାକ୍ଷ

ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ । ମେଟ୍ରୋ ଭର୍ଚୁଆଲରେ ଚାଲେନି, ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଏବେ କହୁଛନ୍ତି ଆମ ପାଖେ ଡିଆର ଅଛି । ପ୍ରଥମେ କଂଗ୍ରେସ ଏଭଳି କହି ନିର୍ବାଚନ ଜିତୁଥିଲା । ସେମିତି ଏଠି ମେଟ୍ରୋ ହେବ କହି କଲେ ଧର୍ମେନ୍ଦ୍ର । ବିକାଶର ଗୁମର ଖୋଲିଲେ କୁନି ଝିଅ: ଗାଁ ସମସ୍ୟା ଶୁଣି ଚକିତ ହେ​ଲେ ମନ୍ତ୍ରୀ