31.1 C
Bhubaneswar
Friday, March 29, 2024
Homeଓଡିଶାମିଳିଲା ଧର୍ମେନ୍ଦ୍ରଙ୍କ ମୋବାଇଲ

ମିଳିଲା ଧର୍ମେନ୍ଦ୍ରଙ୍କ ମୋବାଇଲ

ଭୁବନେଶ୍ୱର: ମୃତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ୨ ଟି ମୋବାଇଲ ମିଳିଲା । ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟ ରୁ ମିଳିଲା ୨ ଟି ମୋବାଇଲ । ସନ୍ଧାନୀ କୁକୁର ସହାୟତାରେ ପୋଲିସ କୁ ମିଳିଲା ମୋବାଇଲ । ମୋବାଇଲ ୨ଟ ୪୩ ରୁ ସ୍ୱିଚ ଅଫ ହୋଇଥିବା ପୋଲିସ ର ସୂଚନା । ମୋବାଇଲରେ ଥିବା ଭିଡିଓ ବିଷୟରେ କହିଥିଲେ ଧର୍ମେନ୍ଦ୍ର ।ଫେସବୁକରେ ମୋବାଇଲରେ ଥିବା ଭିଡିଓ ସମ୍ପର୍କରେ ଜଣାଇଥିଲେ ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ରଙ୍କ ମୋବାଇଲ ଗଲା କୁଆଡେ ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking