32.1 C
Bhubaneswar
Thursday, March 28, 2024
Homeଓଡିଶାଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ସିସିଟିଭି ହାର୍ଡ ଡିସ୍କ ଯାଞ୍ଚ

ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ସିସିଟିଭି ହାର୍ଡ ଡିସ୍କ ଯାଞ୍ଚ

ପୁରୀ : ପୁରୀ ନିମାପଡାର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା । ଧର୍ମେନ୍ଦ୍ର ଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡ ଡିସ୍କ ଫରେନସିକ ଯାଞ୍ଚ ପାଇଁ ପଠାଗଲା । ଧର୍ମେନ୍ଦ୍ର ଙ୍କ ହାତ ଘଣ୍ଟା ସହ ମୋବାଇଲ ଓ ସିସିଟିଭି ଲିଙ୍କ ଥିବା ସୂଚନା । ଘଣ୍ଟାରୁ କାହାକୁ ମେସେଜ୍ କରିଛନ୍ତି ନା ନାହିଁ ଜାଣିବାକୁ ଯାଞ୍ଚ ହେବ । ଆଜି ଧର୍ମେନ୍ଦ୍ର ଙ୍କ ଡ୍ରାଇଭର ଓ ସହକର୍ମୀ ଙ୍କି ପଚରାଉଚରା କରିବ ପୋଲିସ ।

ଶ୍ୱାସରୁଦ୍ଧରୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୋଷ୍ଟମର୍ଟମ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking