ରୂପାନ୍ତରଣ ନାଁରେ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ଓ ଛଳନା କରାଯାଉଛି: ଧର୍ମେନ୍ଦ୍ର ପ୍ରଧାନ

• ଓଡ଼ିଶାରେ ନବଜାତ ଶିଶୁଙ୍କ ଓଜନ ଅନୁସାରେ ଉଚ୍ଚତା ଓ ଉଚ୍ଚତାନୁସାରେ ଓଜନ ହ୍ରାସ ହୋଇଛି, ଶିଶୁମାନେ ଅପପୃଷ୍ଟି ଓ ମହିଳା ରକ୍ତହୀନତାର ଶିକାର, ଯାହା ଚିନ୍ତାଜନକ • ପାନୀୟ ଜଳ ପାଇଁ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଓଡ଼ିଶାରେ ସବୁ ଘରେ ପିଇବା ପାଣି ପହଞ୍ଚି ପାରିନାହିଁ • ରାଜ୍ୟର ପ୍ରାୟ ୫୦ ପ୍ରତିଶତ ପିଲାମାନେ ମାଟ୍ରିକରେ ଅଧାରୁ ପାଠ ଛାଡ଼ୁଛନ୍ତି • ପ୍ରାୟ ୧୫ ହଜାର ପିଲା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ … Continue reading ରୂପାନ୍ତରଣ ନାଁରେ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ଓ ଛଳନା କରାଯାଉଛି: ଧର୍ମେନ୍ଦ୍ର ପ୍ରଧାନ