ଆଜି ଧାମନଗର ରାୟ: ଇଭିଏମ୍ ଭୋଟ୍‌ଗଣନା ପାଇଁ ୧୪ ଟେବୁଲ

ଭୁବନେଶ୍ୱର: ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ପ୍ରସ୍ତୁତି ଶେଷ ହୋଇଛି । ଆଉ ମାତ୍ର କେଇ ଘଣ୍ଟା ବାକି । ଖୋଲିଛି ଇଭିଏମ୍ ପେଡ଼ି । ବହୁଚର୍ଚ୍ଚିତ ଧାମନଗର ଉପନିର୍ବାଚନର ଫଳ ପ୍ରକାଶ ପାଇବ । କାହା ମୁଣ୍ଡରେ ଭୋଟର୍ ଢାଳିଛନ୍ତି ସୂନାକଳସ ଏବଂ କି’ଏ ବସିବ ରାଜେନ୍ଦ୍ରାସନେ ତାହା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ।  ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମାପ୍ତ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ତେଣୁ … Continue reading ଆଜି ଧାମନଗର ରାୟ: ଇଭିଏମ୍ ଭୋଟ୍‌ଗଣନା ପାଇଁ ୧୪ ଟେବୁଲ