27.1 C
Bhubaneswar
Friday, March 29, 2024
Homeଓଡିଶାଧାମନଗର ଗଣତି ଶେଷ: ଅଧ୍ୟକ୍ଷ ପ୍ରାର୍ଥୀ ନିବେଦିତା ବିଜୟୀ

ଧାମନଗର ଗଣତି ଶେଷ: ଅଧ୍ୟକ୍ଷ ପ୍ରାର୍ଥୀ ନିବେଦିତା ବିଜୟୀ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସି ନିର୍ବାଚନ ଭୋଟ୍ ଗଣତି ଶେଷ ହୋଇଥିବା ବେଳେ ଏହି ଆସନ ମଧ୍ୟ ବିଜେଡି କବ୍‌ଜାକୁ ଯାଇଛି । ବିଜେଡି ଟିକଟରୁ ଅଧ୍ୟକ୍ଷ ପଦ ପାଇଁ ଲଢ଼ୁଥିବା ନିବେଦିତା ଜେନା ବିଜୟୀ ହୋଇଥିବା ଜଣାପଡ଼ିଛି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଏନ୍‌ଏସିର ୧୧ଟି ୱାର୍ଡରୁ ୯ ୱାର୍ଡରେ ବିଜେଡି କାଉନ୍‌ସିଲର୍ ଜିତିଥିବା ବେଳେ ମାତ୍ର ଦୁଇଟି ୱାର୍ଡରେ ବିଜେପି କାଉନ୍‌ସିଲର୍ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking