27.8 C
Bhubaneswar
Friday, April 19, 2024
Homeଓଡିଶାନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

ଧାମନଗର :ବାଜିଲା ଧାମନଗର ଉପନିର୍ବାଚନ ବିଗୁଲ । ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ । ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହେବାପରେ ଏନେଇ ରାଜ୍ୟ ସରକାର ନିର୍ବାଚନ କମିଶନରଙ୍କୁୂ ଅବଗତ କରାଇଥିଲେ । ଯାହା ଫଳ ସ୍ୱରୁପ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ନେଇ ନିଷ୍ପତ୍ତି ।
ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି ।
ଅକ୍ଟୋବର ୧୪ ନାମାଙ୍କନ ଦାଖଲର ଶେଷ ତାରିଖ ।
ଅକ୍ଟୋବର ୧୫ ରେ ଯାଂଚ ।
ଅକ୍ଟୋବର ୧୭ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ।
ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ।
ନଭେମ୍ବର ୬ରେ ଭୋଟ ଗଣତି ହୋଇ ରେଜଲ୍ଟ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking