37.1 C
Bhubaneswar
Friday, May 20, 2022
Homeଓଡିଶାଧାମରାରେ ହାଇଆଲର୍ଟ

ଧାମରାରେ ହାଇଆଲର୍ଟ

ଭୁବନେଶ୍ୱର : ମହାବାତ୍ୟା ‘ଅମ୍ଫାନ’ ପାଇଁ ଭଦ୍ରକ ଜିଲ୍ଲା ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳକୁ ହାଇଆଲର୍ଟ ଜାରି କରାଯାଇଛି । ଏ ନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି । ପ୍ରବଳ ପବନ ସମ୍ଭାବନା ଥିବା ଦୃଷ୍ଟିରୁ ବାସୁଦେବପୁର, ବାନ୍ଦବାଲି ଓ ଧାମରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ସଂପୃକ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ପ୍ରକ୍ରିୟାରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ଓ ଅଗ୍ନିଶମବାହୀନ ନିୟୋଜିତ ଥିଲେ ।
https://onakhabar.com/2020/05/19/super-cyclone-amphan/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking