28.1 C
Bhubaneswar
Friday, March 29, 2024
Homeଓଡିଶା୩ ଦିନ ପାଇଁ ସଟଡାଉନ ହେବ ଧାମନଗର ଏନଏସି

୩ ଦିନ ପାଇଁ ସଟଡାଉନ ହେବ ଧାମନଗର ଏନଏସି

ଭଦ୍ରକ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ଏନଏସିକୁ ଆସନ୍ତା ତିନି ଦିନ ପାଇଁ ସଟଡାଉନ କରାଯିବ । ଆସନ୍ତା କାଲି ସକାଳ ୫ଟାରୁ ୨୦ ତାରିଖ ସକାଳ୫ ଟା ପର୍ଯ୍ୟନ୍ତ ସଟଡାଉନ ଲାଗୁ ରହିବ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭଦ୍ରକ ଜିଲ୍ଲାପାଳ ଏପରି ପଦକ୍ଷେପ ନେଇଛନ୍ତି ।


ଅନ୍ୟପଟେ ଏହି ସଟଡାଉନ ସମୟରେ ସମସ୍ତ ଜରୁରୀକାଳୀନ ସେବା ଚାଲୁ ରହିବ । ପେଟ୍ରୋଲ ପମ୍ପ , ମେଡ଼ିସନି ଷ୍ଟୋର , ବ୍ଲକ , ତହସିଲ , ପୋଲିସ ଷ୍ଟେସନ , ଅଗ୍ନିଶମ ବିଭାଗ , ଗ୍ୟାସ , ଏଟିଏମ ସେବା , ପ୍ରିଣ୍ଟ ଓ ଇଲେକଟ୍ରୋନିକ୍ସ ମିଡ଼ିଆ ଆଦି ସେବା ଚାଲୁ ରହିବ ବୋଲି ସୂଚନା ମିଳିଛି ।
ଭଦ୍ରକ ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୩୦୪ ଆକ୍ରାନ୍ତ ଚହ୍ନଟ ହୋଇଥିବା ବେଳେ ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୨ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking