43.9 C
Bhubaneswar
Friday, April 19, 2024
Homeଓଡିଶାସଟ ଡାଉନ ନ ମାନିଲେ ଦୃଢ କାର୍ଯାନୁଷ୍ଠାନ

ସଟ ଡାଉନ ନ ମାନିଲେ ଦୃଢ କାର୍ଯାନୁଷ୍ଠାନ

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ସଂଖ୍ୟାଧିକ କରୋନା ପଜେଟିଭ ଚିହ୍ନଟ ହେବା ପରେ ୬୦ ଘଣ୍ଟା ଅର୍ଥାତ ୨୬ ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ଏହି ୩ ଜିଲ୍ଲାକୁ ସଂପୂର୍ଣ୍ଣ ସଟ ଡାଉନ ଘୋଷଣା କରାଯାଇଛି । ଏହି ତିନି ଜିଲ୍ଲାବାସୀଙ୍କୁ ସଟ ଡାଉନକୁ କଡାକଡି ପାଳନ କରିବାକୁ ପୋଲିସ ଡିଜି ଅଭୟ ଅପିଲ କରିଛନ୍ତି । ଏନେଇ ଟ୍ୱିଟ ଯୋଗେ ଜଣାଇଛନ୍ତି ଡିଜି । ତେବେ ସଟ ଡାଉନକୁ ଯଦି କୌଣସି ବ୍ୟକ୍ତି ପାଳନ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

https://onakhabar.com/2020/04/23/jajpur-bhadrak-and-balesore-shut-down-for-60-hr/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking