37.2 C
Bhubaneswar
Friday, April 19, 2024
Homeଓଡିଶାଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା

ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା

ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କୁ ମୃତ୍ୟୁ ମାମଲାରେ ଆଜି ଡିଏଫଓଙ୍କୁ ଜେରା କରାଯାଉଛି । ନିଜ କାର୍ଯ୍ୟାଳୟରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଉଛି । ଏଥିରେ ତଦନ୍ତକାରୀ ଅଧିକାରୀ ଓ ଏସଡିପିଓ ଜେରା କରୁଛନ୍ତି । ତେବେ ଡିଏଫଓଙ୍କୁ କାର୍ଯ୍ୟାଳୟକୁ କଡ଼ା ସୁରକ୍ଷା ବଳରେ ଆଣି ଜେରା କରାଯାଉଛି । ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କ ନାଁରେ ଏତଲା ରହିଛି । ତାଙ୍କ ନାମରେ ଏସିଏଫ୍ ସୌମ୍ୟଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking