30.1 C
Bhubaneswar
Wednesday, April 24, 2024
Homeଓଡିଶାସଂସ୍କୃତି ଭିତରେ ଅପସଂସ୍କୃତିର ଚିତ୍ର; ଠାକୁରାଣୀଙ୍କ ଯାତ୍ରାରେ ନିଶା ମହାରଣାଙ୍କ ପୋଷ୍ଟର ଧରି ବୁଲିଲେ ଶ୍ରଦ୍ଧାଳୁ

ସଂସ୍କୃତି ଭିତରେ ଅପସଂସ୍କୃତିର ଚିତ୍ର; ଠାକୁରାଣୀଙ୍କ ଯାତ୍ରାରେ ନିଶା ମହାରଣାଙ୍କ ପୋଷ୍ଟର ଧରି ବୁଲିଲେ ଶ୍ରଦ୍ଧାଳୁ

ବ୍ରହ୍ମପୁର: ଠାକୁରାଣୀ ଯାତ୍ରା ବେଶ ଜାକଜମକରେ ଚାଲିଥିବା ବେଳେ ଯାତ୍ରାରେ ବିଭିନ ବେଶ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ଚାଲିଥିବା ବୁଢୀ ଠାକୁରାଣୀ ଯାତ୍ରା ସମୟରେ ଏହି ଅପସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ହେଲେ ତାରି ଭିତରେ କିଛି ଶ୍ରଦ୍ଧାଳୁ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କ ପୋଷ୍ଟର ଧରି ଯାତ୍ରାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଠାକୁରାଣୀ ପୂଜା ଆଉ ଶ୍ରଦ୍ଧାଳୁଙ୍କ ଗହଣରେ ଏହି ଭଳି ଚିତ୍ର ପ୍ରଦର୍ଶନକୁ ସାଧାରଣରେ ନିନ୍ଦା କରାଯାଇଥିଲା । ଏପରିକିି ସଂସ୍କୃତିର ଅପବ୍ୟବହାର କରୁଥିବା ନେଇ କିଛି ଶ୍ରଦ୍ଧାଳୁଙ୍କୁ ପୁଲିସ ଥାନାକୁ ନେଇ ତାଗିଦ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking