36.7 C
Bhubaneswar
Tuesday, April 16, 2024
Homeଓଡିଶାଦେବଗଡ଼ ଜିଲ୍ଲା କଂଗ୍ରେସ ପୁର୍ନଗଠିତ

ଦେବଗଡ଼ ଜିଲ୍ଲା କଂଗ୍ରେସ ପୁର୍ନଗଠିତ

ଦେବଗଡ଼ : ଦେବଗଡ଼ ଜିଲ୍ଲାରେ କଂଗ୍ରେସର ଦଳୀୟ ସଂଗଠନକୁ ମଜଭୁତ କରିବା ଉଦେଶ୍ୟରେ ପ୍ରଦେଶ କଂଗ୍ରେସ କମିଟି ଅନୁମୋଦନ କ୍ରମେ ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ପୁର୍ନଗଠିତ କରାଯାଇଛି l ଏନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁ ଏକ ପ୍ରେସ ବାର୍ତ୍ତା ରେ ନବ ନିଯୁକ୍ତ ଦଳୀୟ କର୍ମକର୍ତାଙ୍କ ନାମ ଘୋଷଣା କରିଛନ୍ତି l ଏଥିରେ ଉପ ସଭାପତି ଭାବେ ସଚ୍ଚିଦାନନ୍ଦ ପଟ୍ଟନାୟକ, ପ୍ରସନ୍ନ କୁମାର ପ୍ରଧାନ, ହେମନ୍ତ କୁମାର ସାହୁ ଓ ସୁବାଷ ଚନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ଭାବେ ବିନୋଦ ବିହାରୀ ନାୟକ, କ୍ଷିତୀଶ କୁମାର ପ୍ରଧାନ, ଜୟନାରାୟଣ ସାହୁ, ଦିଲ୍ଲୀପ କୁମାର ବିଶ୍ୱାଳ ଓ ଚନ୍ଦ୍ର ଶେଖର ପ୍ରଧାନ ସମ୍ପାଦକ ଭାବେ ପ୍ରମୋଦ କୁମାର ବାରିକ, ବିଜୟ କୁମାର ସାହୁ, ଦିପକ କୁମାର ସାହୁ, ରଞ୍ଜନ କୁମାର ଦେହୁରୀ, ରାକେଶ କୁମାର ବେହେରା ଓ ମିତ୍ରଭାନୁ ସ୍ୱାଇଁ, କୋଷାଧକ୍ଷ ଭାବେ ସୁଶୀଲ କୁମାର ନାୟକଙ୍କୁ ନିଯୁକ୍ତି କରାଯାଇଥିବା ବେଳେ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ସୌମରେନ୍ଦ୍ର ଜିତ, ନେତ୍ରାନନ୍ଦ ସାମଲ, ପ୍ରମୋଦ କୁମାର ମିଶ୍ର, କୈବଲ୍ୟ କୁମାର ସାହୁ, ବସନ୍ତ କୁମାର ମିଶ୍ର, ବିଜୟ କୁମାର ପ୍ରଧାନ, ଗଣନାଥ ମହାପାତ୍ର, କ୍ଷେତ୍ରବାସୀ ପ୍ରଧାନ ଓ ନିରାକାର ପ୍ରଧାନଙ୍କୁ ମନୋନୀତ କରା ଯାଇଥିବା ସୂଚନା ପ୍ରଦାନ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking