ଉପବାଚସ୍ପତିଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର: ଉପବାଚସ୍ପତିଙ୍କ ବଢିଲା ଦରମା । ଉପବାଚସ୍ପତି ପାଇବେ ୯୪ ହଜାର ଟଙ୍କା ଦରମା । ପୂର୍ବରୁ ଉପବାଚସ୍ପତିଙ୍କ ଦରମା ୩୮ ହଜାର ଟଙ୍କା ଥିଲା । ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ଟଙ୍କା ପାଇବେ । କାର୍ ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ଟଙ୍କା ପାଇବେ । ବ୍ୟକ୍ତିଗତ ଭତ୍ତା ୧ ଲକ୍ଷ ୭୭ ହଜାର ଟଙ୍କା ପାଇବେ । ପୂର୍ବରୁ ବ୍ୟକ୍ତିଗତ ଭତ୍ତା ୪୦ ହଜାର ଟଙ୍କା ଥିଲା । … Continue reading ଉପବାଚସ୍ପତିଙ୍କ ଦରମା ବୃଦ୍ଧି