28.9 C
Bhubaneswar
Wednesday, April 17, 2024
Homeଓଡିଶାକୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡା ଗିରଫ

କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡା ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡା ଗିରଫ ହୋଇଛନ୍ତି | ଡିଇଓଙ୍କ ବାସଭବନରେ ଶିକ୍ଷକ ଚିତ୍ତରଂଜନଙ୍କ ଆତ୍ମହତ୍ୟା ମାମଲାରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ପଣ୍ଡାଙ୍କୁ ଗିରଫ କରାଯାଇଛି । କୋରାପୁଟ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ଼ ପ୍ରମୋଦ ପଣ୍ଡାଙ୍କୁ କଟକରୁ ଗିରଫ କରିଛି । କୋରାପୁଟ ପୋଲିସ ପୂର୍ବରୁ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଥିଲା । ଗତ ଡିସେମ୍ବର ୮ ତାରିଖରେ ଶିକ୍ଷକ ଚିତ୍ତରଂଜନ ପଣ୍ଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ମୃତଦେହ ନିକଟରୁ ସେ ମାନସିକ ଚାପରୁ ଆତ୍ମହତ୍ୟା କରିଥିବା ସୁଇସାଇଡାଲ ନୋଟ ମିଳିଥିଲା । ସୁଇସାଇଡାଲ ନୋଟରେ ଡିଇଓଙ୍କ ସହ ୮ଜଣଙ୍କୁ ଦାୟୀ କରାଯାଇଥିଲା । ଦଶମନ୍ତପୁର ବ୍ଳକ ଚିକାମ୍ବ ନୋଡାଲ ସ୍କୁଲର ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଗତ ୬ବର୍ଷ ହେବ ଡିଇଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking