ରାଜ୍ୟରେ ବଢୁଛି ଡେଙ୍ଗୁ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି। ଏହି ଜିଲାରୁ ଏବେ ସୁଦ୍ଧା ୧୩୩୨ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସେହିପରି ନୟାପଲ୍ଳୀ ଅଞ୍ଚଳରୁ ୧୧୧ଜଣ, ଆଚାର୍ଯ୍ୟ ବିହାରରୁ ୧୦୫ ଜଣ, ଜୟଦେବ ବିହାରରୁ ୬୬ ଜଣ, ୟୁନିଟ୍‌ -୯ରୁ ୫୯ ଜଣ, ସହିଦ ନଗରରୁ ୫୬ ଜଣ, ୟୁନିଟ୍ ୪ରୁ ୫୦ ଜଣ ଓ … Continue reading ରାଜ୍ୟରେ ବଢୁଛି ଡେଙ୍ଗୁ ସଂକ୍ରମଣ