29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପୁନଃ ଥଇଥାନ ଦାବିରେ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ

ପୁନଃ ଥଇଥାନ ଦାବିରେ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ

ରାୟଗଡା : ପ୍ରତେକ କୋଭିଡ କେୟାର ହୋମରେ ନିୟୋଜିତ କୋଭିଡ ୱରିଅରଙ୍କୁ ପୁନଃ ଥଇଥାନ ପାଇଁ ଦାବି କରିବା ସହ ଉକ୍ତ ସେଣ୍ଟରକୁ ପଞ୍ଚାୟତ ହେଲଥ କେୟାର ହୋମ କରିବାକୁ ଦାବି କରି Covid Warrior Cheated Foroum ଦ୍ୱାରା ଦାବି କରାଯାଇଛି। ଆଜି Covid Warrior Cheated Foroum ରାଜ୍ୟ ସଭାପତି ଇଂ.ଦେବାଶିଷ ହୋତାଙ୍କ ନେତୃତ୍ୱରେ ସ୍ଥାନୀୟ DRDA କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି କଲେଜ ରୋଡ଼ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ସ୍ମରକ ପତ୍ର ଡେପୁଟି କଲେକ୍ଟର ନାରାୟଣ ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ଏହି କୋଭିଡ ୱରିଅର ମନେ ନିଃସ୍ୱାର୍ଥ ଭାବେ କୋଭିଡ କାର୍ଯ୍ୟ କରିଥିବା ବେଳେ ଏବେ ସେମାନଙ୍କୁ ଛୋଟେଇ କରାଯାଇଥିବାରୁ ସେମାନଙ୍କୁ ପୁନଃ ଥଇଥାନ କରିବାକୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking