ଦିଲ୍ଲୀ ଭୋଟ: କେଜ୍ରିୱାଲ, ଆତିଶୀ, ସିସୋଦିଆ ପଛୁଆ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବାବେଳେ ପ୍ରାରମ୍ଭିକ ପର୍ୟ୍ୟାୟରେ ଆମ ଆଦମୀ ପାର୍ଟି ତଥା ଆପ୍ର ବହୁ ବଡ଼ ବଡ଼ ନେତା ପଛରେ ରହିଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ନିଜ ନିଜ ଆସନରେ ପଛରେ ଅଛନ୍ତି। କେଜ୍ରିୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପରଭେଶ ବର୍ମାଙ୍କଠାରୁ ପଛରେ ଥିବାବେଳେ କାଲକାଜି ଆସନରେ ଆତିଶୀ ବିଜେପିର ରମେଶ ବିଧୁରିଙ୍କଠାରୁ ପଛରେ … Continue reading ଦିଲ୍ଲୀ ଭୋଟ: କେଜ୍ରିୱାଲ, ଆତିଶୀ, ସିସୋଦିଆ ପଛୁଆ
Copy and paste this URL into your WordPress site to embed
Copy and paste this code into your site to embed