40.1 C
Bhubaneswar
Thursday, April 25, 2024
Homeଅପରାଧପୁଣି ଦିଲ୍ଲୀ ଅଶାନ୍ତ, କନେଷ୍ଟବଳ ମୃତ

ପୁଣି ଦିଲ୍ଲୀ ଅଶାନ୍ତ, କନେଷ୍ଟବଳ ମୃତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ମଉଜପୁରରେ ସିଏଏ ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ । ଦୁଇ ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବା ବେଳେ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଜଣେ ଡିସିପି ମଧ୍ୟ ଆହତ ହୋଇଛନ୍ତି । ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ଦିଲ୍ଲୀ ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପୂର୍ବ ଦିଲ୍ଲୀର ୧୦ଟି ଅଂଚଳରେ ୧୪୪ ଧାରା ଜାରିକଲା ଦିଲ୍ଲୀ ପୁଲିସ । ଭଜନପୁରରେ ପେଟ୍ରୋଲ ପର୍ମ୍ପରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ । ଜାଫରାବାଦରେ ଦୁଟି କାର ଜାଳିଥିବା ଜଣାପଡ଼ିଛି । ଏଭଳି ତୁମଳକାଣ୍ଡକୁ ନେଇ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି ।
https://onakhabar.com/2020/02/24/football-turnament-baripada/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking