ଦିଲ୍ଲୀ ଅବକାରୀ ଘୋଟାଲା; ଅରବିନ୍ଦ କେଜ୍ରିୱାଲ୍ଙ୍କୁ ସିବିଆଇ ନୋଟିସ୍
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ଏବେ ମାମଲାର ଯାଞ୍ଚ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍) ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ଙ୍କ ନିକଟରେ ପହଞ୍ଚିଛି । କେନ୍ଦ୍ରୀୟ ଯାଞ୍ଚ୍ ଏଜେନ୍ସି ସିବିଆଇ ଶୁକ୍ରବାର ଏହି ମାମଲାରେ କେଜ୍ରିୱାଲ୍ଙ୍କୁ ନୋଟିସ୍ କରିଛି । ଏଜେନ୍ସି ପଚରା ଉଚରା ପାଇଁ ଏପ୍ରିଲ୍ ୧୬ ତାରିଖ ସକାଳ ୧୧ଟା ବେଳେ ତାଙ୍କୁ ସିବିଆଇ ଅଫିସ୍ ଡକାଇଛି … Continue reading ଦିଲ୍ଲୀ ଅବକାରୀ ଘୋଟାଲା; ଅରବିନ୍ଦ କେଜ୍ରିୱାଲ୍ଙ୍କୁ ସିବିଆଇ ନୋଟିସ୍
Copy and paste this URL into your WordPress site to embed
Copy and paste this code into your site to embed